Track Your Application

କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡିଶା ସରକାରଙ୍କ, ନିର୍ଦ୍ଧେଶ କ୍ରମେ ସୂଚିତ କରାଯାଉ ଅଛି କି, କାଳିଆ ପୋର୍ଟାଲରେ ଅଭିଯୋଗ ଓ ନୂତନ ଆବେଦନ ଗ୍ରହଣ ପ୍ରକ୍ରିୟାକୁ ସାମୟିକ ଭାବେ ସ୍ଥଗିତ କରାଯାଉଅଛି


As per orders of Department of Agriculture and Farmers' Empowerment, ODISHA, Grievance/Inclusion for KALIA scheme will remain closed until further orders